ଅନୁସନ୍ଧିତ୍ସୁ Anusandhitsu

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ଅନୁ+ସମ୍+ଧା ଧାତୁ+ ଇଚ୍ଛାର୍ଥ. ସନନ୍ତ; କର୍ତ୍ତୃ. ଉ) — ଅନୁସନ୍ଧାନ କରିବା ପାଇଁ ଇଚ୍ଛୁକ — Desirous of enquiring
  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ଅନୁ+ସମ୍+ଧା ଧାତୁ+ ଇଚ୍ଛାର୍ଥ. ସନନ୍ତ; କର୍ତ୍ତୃ. ଉ) — ଅନୁସନ୍ଧାନ କରିବାକୁ ବ୍ୟଗ୍ର — Investigative; curious to enquire