ଅନୁଷ୍ଠେୟ Anushṭheya

  • ସଂ. ବିଣ. (ଅନୁ+ସ୍ଥା ଧାତୁ+କର୍ମ. ଯ) — ଅନୁଷ୍ଠିତ ହେବାର ଯୋଗ୍ୟ; ଅନୁଷ୍ଠାନ— ଯୋଗ୍ୟ — Worth doing
  • ସଂ. ବିଣ. (ଅନୁ+ସ୍ଥା ଧାତୁ+କର୍ମ. ଯ) — ଯାହା ଆରବ୍ଧ ହେବା — To be commenced
  • ସଂ. ବିଣ. (ଅନୁ+ସ୍ଥା ଧାତୁ+କର୍ମ. ଯ) — ଯାହା ସମ୍ପାଦନ କରିବାକୁ ହେବ — To be practised