ଅନୁଶାସନ Anuṡāsana
- ସଂ. ବି. (ଅନୁ+ଶାସ୍ ଧାତୁ+ଭାବ. ଅନ) — ଆଜ୍ଞା — Command
- ସଂ. ବି. (ଅନୁ+ଶାସ୍ ଧାତୁ+ଭାବ. ଅନ) — ଆଦେଶବାକ୍ୟ — Dictum; edict
- ସଂ. ବି. (ଅନୁ+ଶାସ୍ ଧାତୁ+ଭାବ. ଅନ) — ଉପଦେଶ — Precepts; advice
- ସଂ. ବି. (ଅନୁ+ଶାସ୍ ଧାତୁ+ଭାବ. ଅନ) — ଶିକ୍ଷାଦାନ — Instruction
- ସଂ. ବି. (ଅନୁ+ଶାସ୍ ଧାତୁ+ଭାବ. ଅନ) — ନିଯୋଗ — Discipline or control
- ସଂ. ବି. (ଅନୁ+ଶାସ୍ ଧାତୁ+ଭାବ. ଅନ) — କାର୍ଯ୍ୟରେ ନିଯୁକ୍ତି — Appointment; deputation
- ସଂ. ବି. (ଅନୁ+ଶାସ୍ ଧାତୁ+ଭାବ. ଅନ) — ତିରସ୍କାର — Admonition
- ସଂ. ବି. (ଅନୁ+ଶାସ୍ ଧାତୁ+ଭାବ. ଅନ) — [ଦ୍ର—ମହାରାଜ ଅଶୋକଙ୍କ ଅନୁଶାସନ ବା ଆଦେଶବାକ୍ୟ- ମାନ ପ୍ରସ୍ତରଗାତ୍ରରେ ଖୋଦିତ ହୋଇ ସାମ୍ରାଜ୍ୟର ଚାରିଆଡ଼େ ରଖା ଯାଇଥିଲା। ଅଦ୍ୟାପି ସେଗୁଡ଼ିକ ଅନେକତ୍ର ଦେଖାଯାଏ। ଖ୍ରୀଷ୍ଟପୂର୍ବ 3 ୟ ଶତାବ୍ଦୀରେ ରାଜତ୍ୱ କରୁଥିବା ବୌଦ୍ଧଧର୍ମାବଲମ୍ବୀ ମହାରାଜ ଅଶୋକ ନିଜ ସାମ୍ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ 12 ଗୋଟି ଅନୁଶାସନ ପାଲିଭାଷାରେ ଖୋଳାଇଥିଲେ। ଓଡ଼ିଶାର ପୁରୀ ଜିଲ୍ଲାର ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳିଗିରି ଓ ଗଞ୍ଜାମର ଜଉଗଡ଼ରେ ସେହି ଅନୁଶାସନଗୁଡ଼ିକ ଏ ପର୍ଯ୍ୟନ୍ତ ରହିଅଛି।] — [ଦ୍ର—ମହାରାଜ ଅଶୋକଙ୍କ ଅନୁଶାସନ ବା ଆଦେଶବାକ୍ୟ- ମାନ ପ୍ରସ୍ତରଗାତ୍ରରେ ଖୋଦିତ ହୋଇ ସାମ୍ରାଜ୍ୟର ଚାରିଆଡ଼େ ରଖା ଯାଇଥିଲା ଅଦ୍ୟାପି ସେଗୁଡ଼ିକ ଅନେକତ୍ର ଦେଖାଯାଏ ଖ୍ରୀଷ୍ଟପୂର୍ବ3ୟ ଶତାବ୍ଦୀରେ ରାଜତ୍ୱ କରୁଥିବା ବୌଦ୍ଧଧର୍ମାବଲମ୍ବୀ ମହାରାଜ ଅଶୋକ ନିଜ ସାମ୍ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ12ଗୋଟି ଅନୁଶାସନ ପାଲିଭାଷାରେ ଖୋଳାଇଥିଲେ ଓଡ଼ିଶାର ପୁରୀ ଜିଲ୍ଲାର ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳିଗିରି ଓ ଗଞ୍ଜାମର ଜଉଗଡ଼ରେ ସେହି ଅନୁଶାସନଗୁଡ଼ିକ ଏ ପର୍ଯ୍ୟନ୍ତ ରହିଅଛି]