ଅନୁଶାସକ Anuṡāsaka

  • ସଂ. ବି. ପୁଂ. (ଅନୁ=ଶାସ ଧାତୁ+କର୍ତ୍ତୃ. ଅକ) — ଶାସନକର୍ତ୍ତା — Ruler
  • ସଂ. ବି. ପୁଂ. (ଅନୁ=ଶାସ ଧାତୁ+କର୍ତ୍ତୃ. ଅକ) — ଉପଦେଶକ — Preceptor
  • ସଂ. ବି. ପୁଂ. (ଅନୁ=ଶାସ ଧାତୁ+କର୍ତ୍ତୃ. ଅକ) — ଆଦେଶକର୍ତ୍ତା — Commander