ଅନୁରୂପ Anurūpa
- ସଂ. ବିଣ. ପୁଂ. (ଅବ୍ୟୟୀଭାବ, ଅନୁ=ସଦୃଶ+ରୂପ.) — ସୁଦୃଶ; ତୁଲ୍ୟ — Like; resembling; similar
- ସଂ. ବିଣ. ପୁଂ. (ଅବ୍ୟୟୀଭାବ, ଅନୁ=ସଦୃଶ+ରୂପ.) — ଯୋଗ୍ୟ — Fit; suitable
- ସଂ. ବିଣ. ପୁଂ. (ଅବ୍ୟୟୀଭାବ, ଅନୁ=ସଦୃଶ+ରୂପ.) — ଅନୁଯାୟୀ; ଅନୁଗାମୀ — According to; following
- କ୍ରି. ବିଣ — ଅନୁଶାରେ; ଅନୁଯାୟୀ — Accordingly