ଅନୁଯାତ୍ର Anuj̄ātra

  • ସଂ. ବି. (ବହୁବ୍ରୀହି; ଅନୁ=ପଶ୍ଚାତ୍+ଯାତ୍ରା=ଗମନ) — ଭୃତ୍ୟ — Attendant
  • ସଂ. ବି. (ବହୁବ୍ରୀହି; ଅନୁ=ପଶ୍ଚାତ୍+ଯାତ୍ରା=ଗମନ) — ଅନୁଚର — Follower