ଅନୁଯାତା Anuj̄ātā

  • ସଂ. ବିଣ. ପୁଂ (ଅନୁ=ପଶ୍ଚାତ୍+ଯା ଧାତୁ=ଗମନ କରିବା +କର୍ତ୍ତୃ. ତ. 1 ମା. 1 ବ) — ଅନୁଯାତ 1 (ଦେଖ) — ଅନୁଯାତ1(ଦେଖ)Anuj̄āta 1 (See)
  • ସଂ. ବିଣ. ସ୍ତ୍ରୀ — ଅନୁଯାତର ସ୍ତ୍ରୀଲିଙ୍ଗ — Feminine of Anuj̄āta