ଅନୁମୋଦିତ Anumodita
- ସଂ. ବିଣ (ଅନୁ=ପଶ୍ଚାତ୍+ମୁଦ ଧାତୁ+କର୍ମ. ତ) — ଯେଉଁ ବିଷୟକୁ ଅନୁମୋଦନ କରାଯାଇଅଛି; ଅନୁଜ୍ଞାତ; ଅନୁମତ — Approved
- ସଂ. ବିଣ (ଅନୁ=ପଶ୍ଚାତ୍+ମୁଦ ଧାତୁ+କର୍ମ. ତ) — ସଦୃଶ — Similar
- ସଂ. ବିଣ (ଅନୁ=ପଶ୍ଚାତ୍+ମୁଦ ଧାତୁ+କର୍ମ. ତ) — ପ୍ରୋତ୍ସାହିତ — Encouraged
- ସଂ. ବିଣ (ଅନୁ=ପଶ୍ଚାତ୍+ମୁଦ ଧାତୁ+କର୍ମ. ତ) — (ଜଣକ ଦ୍ୱାରା ସଭାରେ ପ୍ରସ୍ତାବିତ ହୋଇଥିବା ବିଷୟ ଦ୍ୱିତୀୟ ବ୍ୟକ୍ତିଦ୍ୱାରା) ସମ୍ମତ — (proposal) Seconded at a meeting