ଅନୁମୋଦନ କରିବା Anumodana karibā

  • ଦେ. କ୍ରି — କୌଣସି ପ୍ରସ୍ତାବରେ ଆହ୍ଲାଦର ସହିତ ସମ୍ମତି ଦେବା — To endorse or support gladly; to support or approve heartily a proposal
  • ଦେ. କ୍ରି — [ଦ୍ର—ସଭାରେ ଜଣେ ପ୍ରସ୍ତାବ କରନ୍ତି; ଆଉ ଜଣେ ଅନୁମୋଦନ କରନ୍ତି। ତାହା ପରେ ଉକ୍ତ ପ୍ରସ୍ତାବ ସଭାର ଉପସ୍ଥାପିତ ହୋଇ ଉପସ୍ଥିତ ବ୍ୟକ୍ତିମାନଙ୍କଦ୍ୱାରା ସମର୍ଥିତ ହୁଏ।]