ଅନୁମତେ Anumate
- ଦେ. ପଦ୍ୟ. କ୍ରି. ବିଣ — ମତାନୁସାରେ; ଇଚ୍ଛାନୁସାରେ — According to ones wish
- ଦେ. ପଦ୍ୟ. କ୍ରି. ବିଣ — ତହୁଁ ଯେ ଯାହା ଅନୁମତେ ଗଲେ, ପ୍ରତି ଅଧ୍ୱ କୁଞ୍ଜବନେ ମିଳିଲେ। ପ୍ରଚୀ—ରସବାରିଧି।
- ଦେ. ପଦ୍ୟ. କ୍ରି. ବିଣ — ଅନୁସାରେ — According to
- ଦେ. ପଦ୍ୟ. କ୍ରି. ବିଣ — ଏ ଚାରି ବର୍ଣ୍ଣ ଏ ଜଗତେ / ସ୍ୱଭାବ ଧର୍ମ ଅନୁମତେ। ଜଗନ୍ନାଥ, ଭାଗବତ।
- ଦେ. ପଦ୍ୟ. କ୍ରି. ବିଣ — ଅନୁରୋଧ ଅନୁସାରେ — According to request
- ଦେ. ପଦ୍ୟ. କ୍ରି. ବିଣ — ନରକପଥୁଁ ରଖ ମୋତେ / ଏ ଧେନୁ ଦିଅ ଅନୁମତେ। ଜଗନ୍ନାଥ, ଭାଗବତ।