ଅନୁମତିଦରଖାସ୍ତ Anumatidarakhāsta

  • ଦେ. ବି. (କଚିରିଆ) — କୈଣସି ବିଶିଷ୍ଟ କାର୍ଯ୍ୟ (ଯଥା—ନିରୂପିତ ସମୟ ପରେ ପ୍ରତିବାଦୀ ଜବାବ ଦାଖଲ କରିବା ପରେ ଦଲିଲ ଦାଖଲ କରିବା; ଦେଣାଦାର ନିଲାମ ଡାକିବାରେ ଅଦାଲତଙ୍କଠାରୁ ଅନୁମତି ପାଇବା) ପାଇଁ ଦିଆଯିବା ଦରଖାସ୍ତ — A petition for permission presented to a court to do certain acts