ଅନୁମତିପତ୍ର Anumatipatra
- ଦେ. ବି. (ଅନୁମତି+ପତ୍ର) — (ଆଇନ୍) ସ୍ୱାମୀ ଅନ୍ତେ ସ୍ତ୍ରୀର ପୋଷ୍ୟପୁତ୍ର ଗ୍ରହଣ କରିବା ନିମନ୍ତେ ସ୍ୱାମିଦତ୍ତ ଅନୁଜ୍ଞାପତ୍ର; ପୋଷ୍ୟପୁତ୍ର ଗ୍ରହଣ କରିବା ପାଇଁ ସ୍ତ୍ରୀକୁ ପ୍ରଦତ୍ତ କ୍ଷମତାପତ୍ର — (law) Letter of authority (to a wife) to adopt a son after the husband's death (generally given by the husband before death.)