ଅନୁଭୂତି Anubhūti

  • ସଂ. ବି. (ଅନୁ+ଭୂ ଧାତୁ+ଭାବ. ତି) — ଉପଲବ୍ଧି; ପ୍ରତ୍ୟକ୍ଷୀକରଣ — Intuition; perception
  • ସଂ. ବି. (ଅନୁ+ଭୂ ଧାତୁ+ଭାବ. ତି) — ଜ୍ଞାନ — Feeling
  • ସଂ. ବି. (ଅନୁ+ଭୂ ଧାତୁ+ଭାବ. ତି) — ଅଙ୍ଗେ ନିଭାଇବା; ଅନୁଭବ — Experience
  • ସଂ. ବି. (ଅନୁ+ଭୂ ଧାତୁ+ଭାବ. ତି) — [ଦ୍ର—ଅନୁଭୂତି ଚାରି ପ୍ରକାର— 1 । ପ୍ରତ୍ୟକ୍ଷ — [ଦ୍ର—ଅନୁଭୂତି ଚାରି ପ୍ରକାର—1 ପ୍ରତ୍ୟକ୍ଷ(Direct through senses);2 ଅନୁମିତି(By guess or inference);3ଉପମିତି(By coparison)ଓ4ଶାବ୍ଦ(By sounds or words)]