ଅନୁଭାବ୍ୟ Anubhābya

  • ସଂ. ବିଣ (ଅନୁ+ଭୂ ଧାତୁ, ଣିଜନ୍ତ ଭାବି ଧାତୁ+କର୍ମ. ଯ) — ଅନୁଭବର ବିଷୟୀଭୂତ — Perceived; experienced
  • ବି — ଅନୁଭବର ବିଷୟ — Object of perception or experience