ଅନୁବନ୍ଧେଣ Anubandheṇa

  • ଗ୍ରା. ପଦ୍ୟ. କ୍ରି. ବିଣ — ସମ୍ପର୍କରେ; ଅନୁବନ୍ଧରେ — In connection with
  • ଗ୍ରା. ପଦ୍ୟ. କ୍ରି. ବିଣ — ଜୟଦେବ ସେ ଚାହାରି, ଅନୁବନ୍ଧେଣ ଚତୁରୀ / ପରମ ରମଣୀ ଆଗେ ଦୂତୀ ବଚନ। ପ୍ରାଚୀ, ରସବାରିଧି।