ଅନୁବନ୍ଧୀ Anubandhī

  • ସଂ. ବିଣ. ପୁଂ. (ଅନୁବନ୍ଧ=ଅବିଚ୍ଛେଦ+ଇନ୍ 1 ମା. 1 ବ; ଯେ ସବୁବେଳେ ପାଖରେ ଥାଏ) — ଅବଚ୍ଛିନ୍ନ — Constantly associated
  • ସଂ. ବିଣ. ପୁଂ. (ଅନୁବନ୍ଧ=ଅବିଚ୍ଛେଦ+ଇନ୍ 1 ମା. 1 ବ; ଯେ ସବୁବେଳେ ପାଖରେ ଥାଏ) — ସହଚାରୀ — Firmly attached to
  • ସଂ. ବିଣ. ପୁଂ. (ଅନୁବନ୍ଧ=ଅବିଚ୍ଛେଦ+ଇନ୍ 1 ମା. 1 ବ; ଯେ ସବୁବେଳେ ପାଖରେ ଥାଏ) — ଅନୁବର୍ତ୍ତୀ — Following
  • ସଂ. ବିଣ. ପୁଂ. (ଅନୁବନ୍ଧ=ଅବିଚ୍ଛେଦ+ଇନ୍ 1 ମା. 1 ବ; ଯେ ସବୁବେଳେ ପାଖରେ ଥାଏ) — ଅନୁରୋଧକାରୀ — One who makes a request
  • ସଂ. ବି. ସ୍ତ୍ରୀ. (ଅନୁ+ବନ୍ଧ ଧାତୁ+ଅ+ସ୍ତ୍ରୀ. ଈ) — ହିକ୍କା — Hiccough
  • ସଂ. ବି. ସ୍ତ୍ରୀ. (ଅନୁ+ବନ୍ଧ ଧାତୁ+ଅ+ସ୍ତ୍ରୀ. ଈ) — ତୃଷ୍ଣା — Hankering; thirst