ଅନୁବତ୍ସର Anubatsara

  • ସଂ. ଅ. (ଅନୁ=ସକଳ+ବତ୍ସର=ବର୍ଷ) — ପ୍ରତି ବର୍ଷ — Every year
  • ସଂ. ଅ. (ଅନୁ=ସକଳ+ବତ୍ସର=ବର୍ଷ) — ଯେସନ କୃଷିକାରୀ ଜନେ, ଅନୁବତ୍ସର କରଷଣେ। ଯେ ତୃଣ ଗୁଳ୍ମ ଲତା ଆଦି, ନିଃଶେଷେ ନ ପାରନ୍ତି ଛେଦି। ଜଗନ୍ନାଥ, ଭାଗବତ, 4 ର୍ଥ। — ଯେସନ କୃଷିକାରୀ ଜନେ, ଅନୁବତ୍ସର କରଷଣେ ଯେ ତୃଣ ଗୁଳ୍ମ ଲତା ଆଦି, ନିଃଶେଷେ ନ ପାରନ୍ତି ଛେଦି ଜଗନ୍ନାଥ, ଭାଗବତ,4ର୍ଥ