ଅନୁପ୍ରବେଶ Anuprabeṡa

  • ସଂ. ବି. (ଅନୁ=ମଧ୍ୟକୁ+ପ୍ରବେଶ=ପଶିବା) — ଭିତରକୁ ଭେଦିବା — Penetrating
  • ସଂ. ବି. (ଅନୁ=ମଧ୍ୟକୁ+ପ୍ରବେଶ=ପଶିବା) — ଅନ୍ତଃପ୍ରବେଶ — Entering into
  • ସଂ. ବି. (ଅନୁ=ମଧ୍ୟକୁ+ପ୍ରବେଶ=ପଶିବା) — ଅନୁରୂପ ପ୍ରବେଶ; ପ୍ରତିବିମ୍ବ — 2. Reflection