ଅନୁଦ୍ବେଗକର Anudbegkara

  • ସଂ. ବିଣ. (ଅନୁଦ୍ବେଗ+କୃ ଧାତୁ+କର୍ତ୍ତୃ. ଅ) — ଯେଉଁ କାର୍ଯ୍ୟ ବା ବାକ୍ୟଦ୍ୱାରା ଅନ୍ୟ ବ୍ୟକ୍ତିର ଉଦ୍ବେଗ ଜାତ ହୁଏ ନାହିଁ — Not causing anxiety or consteration