ଅନୁଜ Anuja

  • ସଂ. ବିଣ. ପୁଂ; (ଅନୁ=ପଶ୍ଚାତ୍+ଜନ ଧାତୁ=ଜାତ ହେବା+ କର୍ତ୍ତୃ. ଅ) — ଯେ ପଛରେ ଜନ୍ମ ହୋଇଅଛି। — Born afterwards
  • ସଂ. ବିଣ. ପୁଂ; (ଅନୁ=ପଶ୍ଚାତ୍+ଜନ ଧାତୁ=ଜାତ ହେବା+ କର୍ତ୍ତୃ. ଅ) — କନିଷ୍ଠ — Junior
  • ସଂ. ବିଂ. ପୁଂ. — କନିଷ୍ଠ ଭ୍ରାତା; ସାନ ଭାଇ — Younger borther
  • ସଂ. ବିଂ. ପୁଂ. — ଉଦ୍ଭିଦବିଶେଷ; କ୍ରାୟମାଣା ଓ ପୌଣ୍ଡରୀକ ଗଛ — A cadet