ଅନୁଚ୍ଛେଦ Anuchchheda

  • ସଂ. ବି. (ଅନୁ=ଏକତ୍ର+ଛେଦ; ସନ୍ଧି ଯୋଗୁଁ 'ଛ' ର ଦ୍ୱିତ୍ୱ) — କୌଣସି ପ୍ରବନ୍ଧରେ ଏକତ୍ର ଲେଖା ଥିବା ବାକ୍ୟଚୟ — Paragraph; continuous portions of a writing