ଅନୁଚିତତା Anuchitatā

  • ସଂ. ବି — ରଚନାରେ ଶବ୍ଦଦୋଷବିଶେଷ — (Rhetoric) A fault in composition
  • ସଂ. ବି — [ଦ୍ର—ଯେଉଁ ଶବ୍ଦ ପ୍ରୟୋଗ ଦ୍ୱାରା ବର୍ଣ୍ଣନୀୟ ବିଷୟର ଅପକର୍ଷ ସାଧିତ ହୁଏ, ତାହାକୁ ଅନୁଚିତତା କହନ୍ତି। ଯଥା— ପର ନାଶେ ପଟୁ ଯାହାଙ୍କ ପରଶୁ। କେତେ ଆ ହେଲେ ରଣେ ଯଜ୍ଞ ପଶୁ। ରାଧାନାଥ, ନନ୍ଦିକେଶ୍ୱରୀ। ଏଠାରେ ଯୁଦ୍ଧମୃତ୍ୟରେ କାତରତାବ୍ୟଞ୍ଜକ ପଶୁ ଶବ୍ଦ ପ୍ରୟୋଗ ଅନୁଚିତତା ଦୋଷ ଅଟେ। କୁଳମଣି, ଅଳଙ୍କାର ତରଙ୍ଗିଣୀ।] — [ଦ୍ର—ଯେଉଁ ଶବ୍ଦ ପ୍ରୟୋଗ ଦ୍ୱାରା ବର୍ଣ୍ଣନୀୟ ବିଷୟର ଅପକର୍ଷ ସାଧିତ ହୁଏ, ତାହାକୁ ଅନୁଚିତତା କହନ୍ତି ଯଥା— ପର ନାଶେ ପଟୁ ଯାହାଙ୍କ ପରଶୁ କେତେ ଆହେଲେ ରଣେ ଯଜ୍ଞ ପଶୁ ରାଧାନାଥ, ନନ୍ଦିକେଶ୍ୱରୀ ଏଠାରେ ଯୁଦ୍ଧମୃତ୍ୟରେ କାତରତାବ୍ୟଞ୍ଜକ ପଶୁ ଶବ୍ଦ ପ୍ରୟୋଗ ଅନୁଚିତତା ଦୋଷ ଅଟେ କୁଳମଣି, ଅଳଙ୍କାର ତରଙ୍ଗିଣୀ]