ଅନୁଚିକୀର୍ଷିତ Anuchikārshita

  • ସଂ. ବିଣ. (ଅନୁଚିକୀର୍ଷ+କର୍ମ. ତ) — ଯେଉଁ ବିଷୟକୁ ଅନୁକରଣ କରିବାକୁ ଇଚ୍ଛା କରା ଯାଇଅଛି — (matter) Which one has desired to imitate
  • ସଂ. ବି — ଅନୁଚିକୀର୍ଷା (ଦେଖ) — Anuchikārshā (See)