ଅନୁଗ୍ରାହ୍ୟ Anugrāhya

  • ସଂ. ବିଣ. (ଅନୁ+ଗ୍ରହ ଧାତୁ+କର୍ମ. ଯୋଗ୍ୟାର୍ଥରେ; ଯ) — ଅନୁଗ୍ରହର ଯୋଗ୍ୟ — Deserving favour
  • ସଂ. ବିଣ. (ଅନୁ+ଗ୍ରହ ଧାତୁ+କର୍ମ. ଯୋଗ୍ୟାର୍ଥରେ; ଯ) — ଅନୁଗ୍ରହପାତ୍ର — Fit to be favoured