ଅନୁଗ୍ରାହକ Anugrāhaka

  • ସଂ. ବିଣ. ପୁଂ. (ଅନୁ+ଗ୍ରହ ଧାତୁ+ଅକ) — ଯେ ଅନୁଗ୍ରହ କରେ — Gracious; favourably dis posed; one who bestows a favour
  • ସଂ. ବିଣ. ପୁଂ. (ଅନୁ+ଗ୍ରହ ଧାତୁ+ଅକ) — ଯେ ଅନୁଗ୍ରହ ଦେଖାଏ — Favouring