ଅନୁକ୍ରମେ Anukrame

  • ଦେ. କ୍ରି. ବିଣ — ଗୋଟିଏ ପରେ ଅନ୍ୟଟି; ଏହି ରୁପ ନିୟମରେ — In a regular succession
  • ଦେ. କ୍ରି. ବିଣ — ଅନୁସାରେ — According to
  • ଦେ. କ୍ରି. ବିଣ — ଦୋଷାନୁକ୍ରମେ ପାଇ ଦଣ୍ତ, ତା ଅପରାଧ ହୋଏ ଖଣ୍ତ। ଜଗନ୍ନାଥ, ଭାଗବତ, 4 ର୍ଥ। — ଦୋଷାନୁକ୍ରମେ ପାଇ ଦଣ୍ତ, ତା ଅପରାଧ ହୋଏ ଖଣ୍ତ ଜଗନ୍ନାଥ, ଭାଗବତ,4ର୍ଥ