ଅନୁକ୍ରମଣିକା Anukramaṇikā
- ସଂ. ବି. (ଅନୁକ୍ରମଣ+ଇକ+ସ୍ତ୍ରୀ. ଆ) — ଗ୍ରନ୍ଥର ଅବତରଣିକା; ମୁଖବନ୍ଧ; ଭୂମିକା — Introduction; foreword of a book or subject
- ସଂ. ବି. (ଅନୁକ୍ରମଣ+ଇକ+ସ୍ତ୍ରୀ. ଆ) — ଗ୍ରନ୍ଥର ବିଷୟ ସୂଚି — Table of contents; index of a book
- ସଂ. ବି. (ଅନୁକ୍ରମଣ+ଇକ+ସ୍ତ୍ରୀ. ଆ) — ମହାଭାରତର ଭୂମିକା ପର୍ବ — The portion of the first book of the Mahabharata which summarises the whole story