ଅନୀକ Anīka

  • ସଂ. ବି. (ଅନ୍=ବଞ୍ଚିବା+ଈକ) — ସୈନ୍ୟ — Soldier
  • ସଂ. ବି. (ଅନ୍=ବଞ୍ଚିବା+ଈକ) — ଯୁଦ୍ଧବ୍ୟୁହ — Army
  • ସଂ. ବି. (ଅନ୍=ବଞ୍ଚିବା+ଈକ) — (ଅ+ନୀ+କ୍ୱିପ୍; ଯହିଁରୁ ଫେରିବାକୁ ନ ହୁଏ)— ଯୁଦ୍ଧ — War fight
  • ସଂ. ବି. (ଅନ୍=ବଞ୍ଚିବା+ଈକ) — ସମୂହ — Multitute