ଅନିଷ୍ଟ Anishṭa

  • ସଂ. ବି. (ନଞ ତତ୍; ନ+ଇଷ୍ଟ) — ଅପକାର — Harm
  • ସଂ. ବି. (ନଞ ତତ୍; ନ+ଇଷ୍ଟ) — ହାନି — Injury
  • ସଂ. ବି. (ନଞ ତତ୍; ନ+ଇଷ୍ଟ) — ଅହିତ — Evil
  • ସଂ. ବି. (ନଞ ତତ୍; ନ+ଇଷ୍ଟ) — ଦୁଃଖ; ଦୁର୍ଦ୍ଦଶା — Calamity; mishap