ଅନୀକସ୍ଥ Anīkastha
- ସଂ. ବି. (ଅନୀକ+ସ୍ଥା ଧାତୁ+ଅ; ଅନୀକରେ ଯାହା ଥାଏ) — ସେନାଦଳ — Army; troop
- ସଂ. ବି. (ଅନୀକ+ସ୍ଥା ଧାତୁ+ଅ; ଅନୀକରେ ଯାହା ଥାଏ) — ଅକ୍ଷୌହିଣୀର ଦଶମାଂଶ — A battalion consisting of 1870. soldiers
- ସଂ. ବି. (ଅନୀକ+ସ୍ଥା ଧାତୁ+ଅ; ଅନୀକରେ ଯାହା ଥାଏ) — [ଦ୍ର— 2187 ହସ୍ତୀପକ ସେନା, 2187 ରଥାରୋହୀ ସେନା, 6561 ଅଶ୍ୱାରୋହୀ ସେନା ଓ 1935 ପଦାତି ଏହିପରି ମୋଟରେ 21870 ପରିମିତ ସୈନିକ।] — [ଦ୍ର—2187ହସ୍ତୀପକ ସେନା,2187ରଥାରୋହୀ ସେନା,6561ଅଶ୍ୱାରୋହୀ ସେନା ଓ1935ପଦାତି ଏହିପରି ମୋଟରେ21870ପରିମିତ ସୈନିକ]