ଅନିଳବନ୍ଧୁ Aniḻabandhu

  • ସଂ. ବି. ( 6 ଷ୍ଠୀ ତତ୍; ଅନିଳ+ବନ୍ଧୁ) — ଅଗ୍ନି — Fire
  • ସଂ. ବି. ( 6 ଷ୍ଠୀ ତତ୍; ଅନିଳ+ବନ୍ଧୁ) — କୃତ୍ତିକା ନକ୍ଷତ୍ର — The 3rd asterism; the Pleiades