ଅନିର୍ୟାପ Anirj̄āpa

  • ଦେ. ବିଣ. (ସଂ. ଅପର୍ଯ୍ୟାପ୍ତ) — ଅତ୍ୟଧିକ; ଅପର୍ଯ୍ୟାପ୍ତ — Excessive
  • ଦେ. ବିଣ. (ସଂ. ଅପର୍ଯ୍ୟାପ୍ତ) — ବହୁ — Many
  • ଦେ. ବିଣ. (ସଂ. ଅପର୍ଯ୍ୟାପ୍ତ) — ଅଗଣିତ; ଅସଂଖ୍ୟ — Innumerable; countless
  • ଦେ. କ୍ରି. ବିଣ — ଅତ୍ୟନ୍ତ; ବହୁତ; ଖୁବ୍ — Excessively; too much
  • ଦେ. କ୍ରି. ବିଣ — ଏ ସମୟେ ବାତ ବହିଲା ଅନିର୍ଯାପ—କୃଷ୍ଣସିଂହ, ମହାଭାରତ, ବନ।