ଅନିର୍ଭର Anirbhara

  • ସଂ. ବିଣ. (ଅ+ନିର୍ଭର) — ଅନାଶ୍ରୟ — Helpless
  • ସଂ. ବିଣ. (ଅ+ନିର୍ଭର) — ଯାହାର ଭରା ନାହିଁ — Unsupported; having no support or prop
  • ସଂ. ବିଣ. (ଅ+ନିର୍ଭର) — ସାମାନ୍ୟ — Slight
  • ସଂ. ବିଣ. (ଅ+ନିର୍ଭର) — ଅତ୍ୟଳ୍ପ — Little
  • ସଂ. ବିଣ. (ଅ+ନିର୍ଭର) — ହାଲୁକା — Light