ଅନିର୍ବେୟ Anirbeya

  • ସଂ. ବିଣ. (ଅ+ନିର୍ବେୟ) — ଯାହା ଲିଭାଇ ଦିଆଯାଇ ନ ପାରେ — Inextinguishable; unquenchable
  • ସଂ. ବିଣ. (ଅ+ନିର୍ବେୟ) — ଭାରତ ଦେବାଳୟର ଅନିର୍ବେୟ ଦୀପ। ଚିନ୍ତାମଣି—ବିକ୍ରାମାଦିତ୍ୟ।