ଅନିର୍ବେଶ Anirbeṡa

  • ସଂ. ବି. (ଅ+ନିର୍ବେଶ) — ବେକାର୍ — Destitute of employment
  • ସଂ. ବି. (ଅ+ନିର୍ବେଶ) — ଦୁଃଖୀ; ଦୁର୍ଦ୍ଦଶାଗ୍ରସ୍ତ — Wretched; miserable (Apte)
  • ସଂ. ବିଣ. (ବହୁବ୍ରୀହି; ଅକୃତ+ନିର୍ବେଶ) — ଯେ ପାପ ପାଇଁ ପ୍ରାୟଶ୍ଚିତ୍ତ କରି ନାହିଁ — Not having expiated one's sins (M.W.)