ଅନିର୍ବିଣ୍ଣ Anirbiṇṇa

  • ସଂ. ବିଣ. ପୁଂ. (ଅ+ନିର୍ବିଣ୍ଣ) — ଅବିଷଣ୍ଣ; ବିଷାଦରହିତ — Not downcast; not depressed
  • ସଂ. ବିଣ. ପୁଂ. (ଅ+ନିର୍ବିଣ୍ଣ) — ଅକ୍ଳାନ୍ତ — Not fatigued (Apte)
  • ସଂ. ବି — ବିଷ୍ଣୁଙ୍କର ନାମ — A name of Bishṇu (Apte)