ଅନିର୍ବାର Anirbāra

  • ଦେ. କ୍ରି. ବିଣ. (ସଂ. ଅନିବାର୍ଯ୍ୟ=ଅବିରତ) — ଅନେକଥର — Many times
  • ଦେ. କ୍ରି. ବିଣ. (ସଂ. ଅନିବାର୍ଯ୍ୟ=ଅବିରତ) — ବହୁ; ବିଶେଷ — Much
  • ଦେ. କ୍ରି. ବିଣ. (ସଂ. ଅନିବାର୍ଯ୍ୟ=ଅବିରତ) — ମିତ କେତେ ମତେ ହରି ଅନିର୍ବାର କୋଳ କରି। ଅଭିମନ୍ୟୁ—ବିଦଗ୍ଧଚିନ୍ତାମଣି।