ଅନିର୍ବାଦ Anirbāda

  • ସଂ. ବି. (ଅ+ନିର୍ବାଦ=କଳହ; ଅବଜ୍ଞା) — ବିବାଦର ଅଭାବ — Absence of dispute
  • ସଂ. ବି. (ଅ+ନିର୍ବାଦ=କଳହ; ଅବଜ୍ଞା) — ଅବଜ୍ଞା ନ କରିବା — Absence of disregard