ଅନିର୍ବାଣ Anirbāna
- ସଂ. ବିଣ. (ବହୁବ୍ରୀହି; ଅ+ନିର୍ବାଣ) — ଯାହା ଲିଭି ନାହିଁ — Inextinguished
- ସଂ. ବିଣ. (ବହୁବ୍ରୀହି; ଅ+ନିର୍ବାଣ) — ଯାହାକୁ ଲିଭା ଯାଇ ପାରେ ନାହିଁ — Inextinguishable; unquenchable
- ସଂ. ବିଣ. (ବହୁବ୍ରୀହି; ଅ+ନିର୍ବାଣ) — ଯାହା ଲିଭେ ନାହିଁ; ସର୍ବଦା ଜଳୁ ଥିବା — Ever-burning
- ସଂ. ବିଣ. (ବହୁବ୍ରୀହି; ଅ+ନିର୍ବାଣ) — ଅସ୍ନାତ; ମଜ୍ଜନ ରହିତ — Unbathed
- ସଂ. ବିଣ. (ବହୁବ୍ରୀହି; ଅ+ନିର୍ବାଣ) — [ଦ୍ର—ଏହି ଅର୍ଥରେ ଏହା କାଳିଦାସଙ୍କ ରଘୁବଂଶରେ ଦନ୍ତୀ ବା ହସ୍ତୀର ବିଶେଷଣ ରୂପେ ବ୍ୟବହୃତ ହୋଇଅଛି।]