ଅନିର୍ବଚନୀୟ Anirbachanīya

  • ସଂ. ବିଣ. (ଅ+ନିର୍ବଚନୀୟ; ଯାହା ବଚନୀୟ ନୁହେ) — ଅବର୍ଣ୍ଣନୀୟ; ଯାହା ବର୍ଣ୍ଣନା କରାଯାଇ- ନ ପାରେ — Indescribable
  • ସଂ. ବିଣ. (ଅ+ନିର୍ବଚନୀୟ; ଯାହା ବଚନୀୟ ନୁହେ) — ଅକଥନୀୟ — Unutterable; unspeakable
  • ସଂ. ବିଣ. (ଅ+ନିର୍ବଚନୀୟ; ଯାହା ବଚନୀୟ ନୁହେ) — ଯାହା ବାକ୍ୟ ଦ୍ୱାରା ପ୍ରକାଶ କରାଯାଇ ନ ପାରେ — Inexpressible
  • ସଂ. ବିଣ. (ଅ+ନିର୍ବଚନୀୟ; ଯାହା ବଚନୀୟ ନୁହେ) — ଯାହା ଉଲ୍ଲେଖ କରିବା ଅନୁଚିତ — Not be mentioned
  • ସଂ. ବିଣ. (ଅ+ନିର୍ବଚନୀୟ; ଯାହା ବଚନୀୟ ନୁହେ) — ଯାହା ବାକ୍ୟ ଦ୍ୱାରା ବୁଝାଇ ଦିଆ ଯାଇ ନ ପାରେ — Inexplicable