ଅନିବର୍ତ୍ତ Anibartta

  • ଦେ. ବିଣ. (ସଂ. ଅନିବୃତ୍ତ) — ଅନିବୃତ୍ତ; ନିବୃତ୍ତରହିତ; ଅଣବାହୁଡ଼ା (ପଥ) — (road) From which there is no return
  • ଦେ. ବିଣ. (ସଂ. ଅନିବୃତ୍ତ) — ନାରଦେ କରି ପ୍ରଦକ୍ଷିଣ, ଗଲେ ଅନିବର୍ତ୍ତ ପଥେଣ। ଜଗନ୍ନାଥ, ଭାଗବତ 6 ଷ୍ଠ। — ନାରଦେ କରି ପ୍ରଦକ୍ଷିଣ, ଗଲେ ଅନିବର୍ତ୍ତ ପଥେଣ ଜଗନ୍ନାଥ, ଭାଗବତ6ଷ୍ଠ
  • ଦେ. ବିଣ. (ସଂ. ଅନିବୃତ୍ତ) — ଅସ୍ଥିରପ୍ରକୃତିକ; ଅଶାନ୍ତ — Not of peaceful disposition; of a restless turn of mind