ଅନିନ୍ଦନୀୟ Anindanīya

  • ସଂ. ବିଣ. ପୁଂ. (ଅ+ନିନ୍ଦନୀୟ) — ନିନ୍ଦାର ଅଯୋଗ୍ୟ — Unblamable; blameless
  • ସଂ. ବିଣ. ପୁଂ. (ଅ+ନିନ୍ଦନୀୟ) — ପ୍ରଶଂସାର ଯୋଗ୍ୟ — Praiseworthy
  • ସଂ. ବିଣ. ପୁଂ. (ଅ+ନିନ୍ଦନୀୟ) — ସୁନ୍ଦର — Graceful
  • ସଂ. ବିଣ. ପୁଂ. (ଅ+ନିନ୍ଦନୀୟ) — ନିର୍ଦ୍ଦୋଷ — 1. Faultless