ଅନାହୂତ Anāhūta

  • ସଂ. ବିଣ (ନ+ଆହୃତ) — ଯାହାକୁ ଡାକରା ହୋଇ ନାହିଁ — Uncalled
  • ସଂ. ବିଣ (ନ+ଆହୃତ) — ଅନିମନ୍ତ୍ରିତ; ଅବରଣି — Uninvited