ଅନାହାରୀ Anāhārī

  • ସଂ. ବିଣ. ପୁଂ. (ନ+ଆହାର+ଇନ୍. 1 ମା. 1 ବ.) ଅନାହାର (ଦେଖ) — Anāhāra (See)
  • ଦେ. ବିଣ. (ବ୍ୟଙ୍ଗ୍ୟ) ପୁଂ. ଓ ସ୍ତ୍ରୀ. (ଇଂ. ଅନରାରୀ) — ଅବୈତନିକ — Honorary—(ଯଥା—ଅନାହାରୀ ମେଜେଷ୍ଟର୍)