ଅନାହୂତୋପଜଳ୍ପୀ Anāhūtopajaḻpī

  • ସଂ. ବି. ପୁଂ (ଅନାହୂତ+ଉପ+ଜଳ୍ପ ଧାତୁ+ କର୍ତ୍ତୃ. ଇନ୍. 1 ମା. 1 ବ.) — ଆଗକୁହା; ଆଗବୋଲା; କେହି ନପଚାରୁଣୁ ଯେ ବଳେ ବଳେ କହେ — ବଳେ ବଳେ କହେ— An uncalled for boaster
  • ସଂ. ବିଣ. ପୁଂ — ବଳେ ବଳେ ଯେ କଥା କହେ — Talking unasked