ଅନାସନ୍ନ Anāsanna

  • ସଂ. ବିଣ. (ନ+ଆସନ୍ନ) — ଯାହା ନିକଟବର୍ତ୍ତୀ ନୁହେ; ଦୂରବର୍ତ୍ତୀ — Distant; not near
  • ସଂ. ବିଣ. (ନ+ଆସନ୍ନ) — ଯାହା ଆଶୁ ଘଟିବ ନାହିଁ — Not impending