ଅନାଶ୍ରିତ Anāṡrita
- ସଂ. ବିଣ. ପୁଂ. (ନ+ଆଶ୍ରିତ) — ଅବଲମ୍ବନହୀନ — Not supported
- ସଂ. ବିଣ. ପୁଂ. (ନ+ଆଶ୍ରିତ) — ସ୍ୱାବଲମ୍ବନଶୀଳ — Self-supporting; self-dependent
- ସଂ. ବିଣ. ପୁଂ. (ନ+ଆଶ୍ରିତ) — ସ୍ୱାଧୀନ — Independent
- ସଂ. ବିଣ. ପୁଂ. (ନ+ଆଶ୍ରିତ) — ଅନ୍ୟର ସମ୍ପର୍କରହିତ — Isolated
- ସଂ. ବିଣ. ପୁଂ. (ନ+ଆଶ୍ରିତ) — ଯେ ଅନ୍ୟକୁ ଅପେକ୍ଷା କରେ ନାହିଁ — Regardless of others