ଅନାର୍ଜବ Anārjaba
- ସଂ. ବି. (ନଞ ତତ୍; ନ+ଆର୍ଜବ) — ଅସରଳତା; ବକ୍ରତା — Crookedness
- ସଂ. ବି. (ନଞ ତତ୍; ନ+ଆର୍ଜବ) — କପଟତା — Guile
- ସଂ. ବି. (ନଞ ତତ୍; ନ+ଆର୍ଜବ) — ରୋଗ — Disease (M.W.)
- ସଂ. ବିଣ. ପୁଂ — କୁଟିଳ; ବକ୍ର — Crooked
- ସଂ. ବିଣ. ପୁଂ — ଅସରଳ; କପଟି — Not straight-forward