ଅନାମିକା AnāmiKā
- ସଂ. ବିଣ. ସ୍ତ୍ରୀ. (ଅନାମକ+ସ୍ତ୍ରୀ. ଆ) — ଅନାମକର ସ୍ତ୍ରୀଲିଙ୍ଗ — Feminine of An—maka
- ସଂ. ବି. ସ୍ତ୍ରୀ — କାଣୀଆଙ୍ଗୁଠି ଓ ମଝିଆଙ୍ଗୁଠିର ମଝିରେ ଥିବା ଆଙ୍ଗୁଠି; ପରିଆଙ୍ଗୁଠି (ଏ ଆଙ୍ଗୁଠିରେ ମୁଦି ଓ କୁଶବଟୁ ପିନ୍ଧାଯାଏ।) — Ring-finger
- ଦେ. ବିଣ — ଅନାମ — Nameless
- ଦେ. ବିଣ — ଆପେ ଅନାମିକା ବ୍ରହ୍ମ ଆପେ ବହେ ନାମ। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।