ଅନାମକ Anāmaka

  • ସଂ. ବିଣ. ପୁଂ (ଅ+ନାମ+କ) — ନାମହୀନ — Nameless
  • ସଂ. ବିଣ. ପୁଂ (ଅ+ନାମ+କ) — ଦୁର୍ନାମଯୁକ୍ତ — Infamous
  • ସଂ. ବି — ମଳମାସ — An intercalary month
  • ସଂ. ବି — ଅର୍ଶରୋଗ — Piles (med.)